
Always say less than necessary
ସବୁବେଳେ ଆବଶ୍ୟକତା ଠାରୁ କମ କୁହନ୍ତୁ|
ଯେତେବେଳେ ତୁମେ ନିଜ କଥା ସହିତ ଲୋକଙ୍କୁ impress କରିବାକୁ ଚେଷ୍ଟା କରିବ ତୁମେ ସେତେ ଅଧିକ କହିବ ଏବଂ ତୁମେ ଅଧିକ noticeable ହେଇପାରିବ,ଲୋକଙ୍କ ଆଗରେ ତୁମେ ସାଧାରଣ ହେଇଯିବ| ଯଦି ନିଜ ଉପରେ control ନ କରିପାରି ଯାହା ବି ମନକୁ ଆସେ ସେଇୟା ହିଁ କହିଦିଅ ଏହାର result sampurna ଭୁଲ ଅଟେ . ଏପରି କରିବା ଦ୍ୱାରା ତୁମର value, power and respect down ହେବାର chances ରହିବ| ଯଦି ଆମେ ଏହାର ଠିକ opposite ଭାବିବା ଯେମିତିକି ବହୁତ କମ words କହିବା ଏବଂ ମୂଲ୍ୟବାନ କଥା କହିବା, କିଛି ଭାବିଚିନ୍ତି କି କହିବା, ଲୋକ ଆପଣଙ୍କର next word କୁ ଶୁଣିବା ପାଇଁ, ବୁଝିବା ପାଇଁ wait କରିବେ ଏବଂ ମନ ଦେଇକି ଶୁଣିବେ| ଯଦି କେବେବି ତୁମେ କିଛି ଭୁଲ କହୁଚ ଏହା ତୁମ ପାଇଁ ବେଳେବେଳେ ବିପଦ ବି ହେଇପାରେ. ଦେଖିଥିବେ କି powerful people କମ କହିକି ବି impress କରି ପାରନ୍ତି ଏବଂ ଭୟଭିତ ବି କରିପାରନ୍ତି| So ଯେତେ ଅଧିକ କହିବେ ଲୋକ ତୁମକୁ ସେତେ ସାଧାରଣ ଭାବିବେ|
ଆଜିକାଲି ଦେଖିବେ maximum people ଖାସ କରିକି youth ମାନେ social media ରେ ବହୁତ active ରହୁଛନ୍ତି, କିଛି ମୂଲ୍ୟହୀନ ବିଷୟ ରେ ହିଁ ଅଧିକ discussion କରୁଛନ୍ତି , negative things କୁ support କରୁଛନ୍ତି | But ମୁ କହିବା କଥା କି ଯେତେବେଳ ପର୍ଯ୍ୟନ୍ତ ତୁମେ ନିଜେ ନିଜକୁ ଶାନ୍ତ ରଖି କି realize କରିନ, ଆଉ ଯେତେ ପର୍ଯ୍ୟନ୍ତ realize କରିନ ତ ନିଜକୁ ବୁଝିବ କେମିତି, ନିଜକୁ ବୁଝି ବନି ତ ନିଜର ଭିତରେ ଥିବା potential କୁ ବାହାରକୁ କାଢ଼ିବ କେମିତି? ଦୁନିଆ କୁ କଣ ଦେଖେଇକି ନିଜକୁ prove କରିବ?, that I am a good person and I am doing good.
ୟେ ସବୁକିଛି interlink ହେଇକି ଅଛି , ସେଥିପାଇଁ ଆମେ silence କୁ ବୁଝିବା ନିହାତି ଜରୁରୀ|
For example ଯେତେବେଳେ ସୁନାମି କିମ୍ବା earthquake ଆସିଥାଏ ସେତେବେଳେ ଆମେ ଜାଣି ନଥାଉ କି ଏହା ଆମର କଣ କ୍ଷତି କରିବ, ଆମେ କେବଳ predict ହିଁ କରିଥାଉ, ସେଥିପାଇଁ ଆମ ମନରେ ଅସ୍ଥିରତା ଆଉ ଡର ବି ଆସିଥାଏ | ଠିକ ସେଇଭଳି life ରେ ମଧ୍ୟ କିଛି situations ଆସେ ଯୋଉଠି ଆମେ ଆମର patience କୁ control କରିପାରିନଥାଉ| କିନ୍ତୁ ଯଦି ଆପଣ ସେହି ସମୟରେ silence ହେଇକି ସ୍ଥିର ଚିତ୍ତ ରେ ସେହି situation କୁ ଧର୍ଯ୍ୟର ସହ ମୁକାବଲା କରିବେ ତାହେଲେ ପ୍ରଭାବଶାଳୀ ହେଇ ପାରିବେ.
ଆମେ ଯଦି ଦେଖିବା ଶକ୍ତି ଅନେକ ଉପାୟରେ situation ର ଏକ ଖେଳ ହେଇଥାଏ ଏବଂ ଯେତେବେଳେ ଆପଣ ଆବଶ୍ୟକଠାରୁ କମ୍ କୁହନ୍ତି , ସମସ୍ତଙ୍କ ଆଗରେ ଆପଣ ମହାନ ହେଇଥାନ୍ତି ଏବଂ ଅନ୍ୟମାନେ ଏହା ଭାବନ୍ତି କି ଆପଣ ଙ୍କ କଥା ସର୍ବଦା ଅନ୍ୟମାନଂକ ଠାରୁ ଅଧିକ powerful ଅଟେ. ଆଉ ଗୋଟେ powerful thing ହଉଚି silence, ଯାହାକୁ ଅନ୍ୟମାନେ ଡରିଥାନ୍ତି . ବେଳେ ବେଳେ ତୁମର ଏହି ନୀରବତା ଅନ୍ୟ ଲୋକଙ୍କୁ କଷ୍ଟ ଦେଇପାରେ , କିନ୍ତୁ ଏହା ଆପଣଙ୍କ ପାଇ ପର ମୁହୁର୍ତରେ positive results ଦେବାରେ ବହୁତ help କରିବ ଏବଂ successful ହେବାରେ କେହି ରୋକିପାରିବେ ନାହିଁ.
ମଣିଷ ହେଉଛି ଭାବନା ଏବଂ ବ୍ୟାଖ୍ୟାର ଗନ୍ତାଘର, କିଛି imagine କରିବାର ability ତା ପାଖରେ ଅଛି , ଏବଂ କିଛି ବିଷୟ ସେ ନିଜେ ବୁଝିବା ସହ ଅନ୍ୟକୁ ବୁଝେଇବାର ସାମର୍ଥ୍ୟ ବି ଅଛି . So ତୁମେ ଯାହା ବି ପ୍ରକାଶ କରିବାକୁ ଚାହୁଁଚ ସେଇଟା carefully control କର, ସାମ୍ନା ରେ ଶୁଣୁଥିବା ଲୋକ ଯେମିତି କହୁଥିବା କଥା ର meaning କୁ ତ ବୁଝି ପାରିବେ କିନ୍ତୁ ଏହା ର ପ୍ରକୃତ ଉଦ୍ଦେଶ୍ୟ କୁ ଜାଣିପାରିବେ ନାହିଁ| ତୁମର ସଂକ୍ଷିପ୍ତ ଉତ୍ତର ଏବଂ ନୀରବତା ତୁମର real intention ku secret ରଖିବା ରେ help କରିବ|
ତା ମାନେ ଯଦି ତୁମେ କମ କହୁଚ ଏବଂ ଭାବିଚିନ୍ତି କହୁଚ ତ ସେଠି ଲୋକ ତୁମର next move କୁ ଠିକ ସେ ବୁଝି ପାରନ୍ତି ନାହିଁ, ବେଳେ ବେଳେ ସେମାନେ ସମସ୍ତ ପ୍ରକାରର opinion deba ସହିତ ନୀରବତା ର ସହ ତୁମ କଥା importance ଦେବେ ଆଉ ମନ ଦେଇ ଶୁଣିବେ , କହିବାବେଳେ ପ୍ରତି ଟି ଶବ୍ଦ ପ୍ରତି ଏ ଭଳି କିଛି extra attention ଦେବା କେବଳ ତୁମର extra power କୁ add କରିବନି ତ, ତୁମର confidence level କୁ ମଧ୍ୟ boost କରିବ |
ତ ଏବେ ଆପଣମାନେ ଭାବୁଥିବେ କି silence କଣ କମ କହିବା ଦ୍ୱାରା maintain କରିହବ ନା ଅଲଗା କିଛି practice କରିବାକୁ ହେବ ? Yes the best way is to meditate. ତୁମକୁ ଶାନ୍ତ ରହିବ| ପାଇଁ meditation ର ଅଭ୍ୟାସ କରିବାକୁ ପଡିବ, କିଛି ସମୟ ନିରବ ରହିକି mind କୁ control କରିବାକୁ ପଡିବ.
thought process ku change କରିହେବ, କହିବା ପୂର୍ବରୁ ଟିକେ conscious ହେବାକୁ ପଡିବ|
ଥରେ ଏଇ silence ରହିବା trick ଜାଣିଯିବ ତ ସାଙ୍ଗମାନେ ତୁମ ଭିତରେ ନିଶ୍ଚୟ changes asiba, decision making power ଆସିଯିବ ଯାହା କି life କୁ ଏକ right way ମିଳିଯିବା ସହ relationship making, career making ରେ ସବୁ ଜାଗା ରେ ଭଲ କରିପାରିବ.
So finally ମୁଁ ଏତିକି କହିବି କି କମ କହିବା ମାନେ ନୀରବତା ନୁହେଁ, word choose କରିକି meaningful କହିବା | silence କୁ ଏମିତି positive way re use କର ଯେପରି ଅଧିକ କହିବା ପାଇଁ ପଡ଼ିବନି, ଏବଂ ତୁମର action and result thik ଭାବରେ ପ୍ରମାଣିତ କରିପାରିବ| ଯଦି ତୁମେ student ଅଛ କିମ୍ବା job, business, ଯାହା ବି କରୁଛ ନୀରବତା ର ସହ ଏପରି ନିଜକୁ prepare କର, ଏପରି କଥା କୁହ ଯାହାକି ନିଜକୁ ଭଲ ଲାଗିବ ଏବଂ ସାମ୍ନା ଲୋକକୁ ବି impressive ଲାଗିବ