Always say less than necessaryAlways say less than necessary

Always say less than necessary ସବୁବେଳେ  ଆବଶ୍ୟକତା  ଠାରୁ  କମ  କୁହନ୍ତୁ| ଯେତେବେଳେ ତୁମେ ନିଜ କଥା ସହିତ ଲୋକଙ୍କୁ impress କରିବାକୁ ଚେଷ୍ଟା କରିବ ତୁମେ ସେତେ ଅଧିକ କହିବ ଏବଂ ତୁମେ ଅଧିକ noticeable ହେଇପାରିବ,ଲୋକଙ୍କ ଆଗରେ

Never outshine the master.Never outshine the master.

Never outshine the master. ନିଜ ଗୁରୁଙ୍କୁ ଅସମ୍ମାନ କରି କେବେ ବି ଆଗକୁ ବଢନାହିଁ| ତୁମେ କୋୖଣସି କ୍ଷେତ୍ର ରେ କେତେ ବି ଦକ୍ଷତା ଲାଭ କରିଥାଅ, କିନ୍ତୁ ନିଜ ଗୁରୁଙ୍କୁ  କେବେ ବି ହେୟ ମନେ କର ନାହିଁ|

Never Put Too Much Trust in Friends;Learn How to Use Enemies.Never Put Too Much Trust in Friends;Learn How to Use Enemies.

Never put too much trust in friends;learn how to use enemies. ସାଙ୍ଗମାନଙ୍କ ଉପରେ କେବେ ବି ଆବଶ୍ୟକ ଠାରୁ ଅଧିକ ଭରସା କରନ୍ତୁ ନାହିଁ, ଏବଂ ଶିଖନ୍ତୁ ନିଜ ଶତ୍ରୁକୁ କିପରି ଠିକ ସମୟରେ ବ୍ୟବହାର କରି