slider-1
slider9
slider10
slider8
slider11
previous arrow
next arrow
Shadow

Always say less than necessary

Always say less than necessary

ସବୁବେଳେ  ଆବଶ୍ୟକତା  ଠାରୁ  କମ  କୁହନ୍ତୁ|

ଯେତେବେଳେ ତୁମେ ନିଜ କଥା ସହିତ ଲୋକଙ୍କୁ impress କରିବାକୁ ଚେଷ୍ଟା କରିବ ତୁମେ ସେତେ ଅଧିକ କହିବ ଏବଂ ତୁମେ ଅଧିକ noticeable ହେଇପାରିବ,ଲୋକଙ୍କ ଆଗରେ ତୁମେ ସାଧାରଣ ହେଇଯିବ| ଯଦି ନିଜ ଉପରେ control  ନ କରିପାରି ଯାହା ବି ମନକୁ ଆସେ ସେଇୟା ହିଁ କହିଦିଅ ଏହାର result sampurna ଭୁଲ ଅଟେ . ଏପରି କରିବା ଦ୍ୱାରା ତୁମର value, power and respect down ହେବାର chances ରହିବ| ଯଦି ଆମେ  ଏହାର ଠିକ opposite ଭାବିବା ଯେମିତିକି ବହୁତ କମ words  କହିବା ଏବଂ ମୂଲ୍ୟବାନ କଥା କହିବା, କିଛି ଭାବିଚିନ୍ତି କି କହିବା, ଲୋକ ଆପଣଙ୍କର next word କୁ ଶୁଣିବା ପାଇଁ, ବୁଝିବା ପାଇଁ wait କରିବେ ଏବଂ ମନ ଦେଇକି ଶୁଣିବେ| ଯଦି  କେବେବି  ତୁମେ କିଛି ଭୁଲ  କହୁଚ ଏହା ତୁମ ପାଇଁ ବେଳେବେଳେ ବିପଦ ବି ହେଇପାରେ. ଦେଖିଥିବେ କି powerful people କମ କହିକି ବି impress  କରି ପାରନ୍ତି ଏବଂ ଭୟଭିତ ବି କରିପାରନ୍ତି| So ଯେତେ ଅଧିକ କହିବେ ଲୋକ  ତୁମକୁ ସେତେ ସାଧାରଣ ଭାବିବେ|

ଆଜିକାଲି ଦେଖିବେ  maximum people ଖାସ  କରିକି  youth ମାନେ  social media ରେ  ବହୁତ  active ରହୁଛନ୍ତି, କିଛି ମୂଲ୍ୟହୀନ ବିଷୟ ରେ  ହିଁ  ଅଧିକ  discussion କରୁଛନ୍ତି , negative things କୁ support କରୁଛନ୍ତି | But ମୁ କହିବା  କଥା  କି  ଯେତେବେଳ  ପର୍ଯ୍ୟନ୍ତ  ତୁମେ  ନିଜେ  ନିଜକୁ  ଶାନ୍ତ  ରଖି  କି realize କରିନ, ଆଉ  ଯେତେ ପର୍ଯ୍ୟନ୍ତ  realize କରିନ ତ  ନିଜକୁ ବୁଝିବ  କେମିତି, ନିଜକୁ ବୁଝି ବନି ତ ନିଜର  ଭିତରେ  ଥିବା  potential କୁ  ବାହାରକୁ  କାଢ଼ିବ  କେମିତି? ଦୁନିଆ କୁ  କଣ ଦେଖେଇକି  ନିଜକୁ prove  କରିବ?, that I am a good person and I am doing good.

ୟେ ସବୁକିଛି  interlink ହେଇକି  ଅଛି , ସେଥିପାଇଁ  ଆମେ silence କୁ  ବୁଝିବା  ନିହାତି  ଜରୁରୀ|

For example ଯେତେବେଳେ  ସୁନାମି  କିମ୍ବା  earthquake ଆସିଥାଏ  ସେତେବେଳେ  ଆମେ  ଜାଣି ନଥାଉ  କି  ଏହା  ଆମର  କଣ  କ୍ଷତି  କରିବ, ଆମେ  କେବଳ predict ହିଁ  କରିଥାଉ, ସେଥିପାଇଁ  ଆମ ମନରେ ଅସ୍ଥିରତା ଆଉ ଡର  ବି ଆସିଥାଏ | ଠିକ  ସେଇଭଳି  life ରେ  ମଧ୍ୟ କିଛି situations ଆସେ  ଯୋଉଠି  ଆମେ  ଆମର  patience କୁ  control କରିପାରିନଥାଉ| କିନ୍ତୁ ଯଦି ଆପଣ ସେହି ସମୟରେ silence ହେଇକି  ସ୍ଥିର ଚିତ୍ତ ରେ ସେହି  situation କୁ  ଧର୍ଯ୍ୟର  ସହ ମୁକାବଲା  କରିବେ  ତାହେଲେ ପ୍ରଭାବଶାଳୀ ହେଇ ପାରିବେ.

ଆମେ ଯଦି  ଦେଖିବା  ଶକ୍ତି ଅନେକ ଉପାୟରେ situation ର ଏକ ଖେଳ ହେଇଥାଏ ଏବଂ ଯେତେବେଳେ ଆପଣ ଆବଶ୍ୟକଠାରୁ କମ୍ କୁହନ୍ତି , ସମସ୍ତଙ୍କ ଆଗରେ ଆପଣ ମହାନ ହେଇଥାନ୍ତି ଏବଂ ଅନ୍ୟମାନେ ଏହା ଭାବନ୍ତି କି   ଆପଣ ଙ୍କ କଥା ସର୍ବଦା ଅନ୍ୟମାନଂକ ଠାରୁ ଅଧିକ powerful ଅଟେ. ଆଉ  ଗୋଟେ  powerful thing ହଉଚି silence, ଯାହାକୁ  ଅନ୍ୟମାନେ ଡରିଥାନ୍ତି . ବେଳେ ବେଳେ  ତୁମର ଏହି ନୀରବତା ଅନ୍ୟ ଲୋକଙ୍କୁ କଷ୍ଟ  ଦେଇପାରେ , କିନ୍ତୁ  ଏହା ଆପଣଙ୍କ  ପାଇ ପର ମୁହୁର୍ତରେ positive results ଦେବାରେ  ବହୁତ help କରିବ  ଏବଂ  successful ହେବାରେ  କେହି  ରୋକିପାରିବେ ନାହିଁ.

ମଣିଷ ହେଉଛି ଭାବନା  ଏବଂ ବ୍ୟାଖ୍ୟାର ଗନ୍ତାଘର, କିଛି imagine କରିବାର  ability ତା  ପାଖରେ  ଅଛି , ଏବଂ   କିଛି ବିଷୟ ସେ   ନିଜେ  ବୁଝିବା  ସହ  ଅନ୍ୟକୁ  ବୁଝେଇବାର ସାମର୍ଥ୍ୟ ବି ଅଛି . So ତୁମେ  ଯାହା  ବି  ପ୍ରକାଶ  କରିବାକୁ  ଚାହୁଁଚ  ସେଇଟା carefully control କର, ସାମ୍ନା ରେ  ଶୁଣୁଥିବା  ଲୋକ  ଯେମିତି କହୁଥିବା  କଥା  ର  meaning କୁ  ତ ବୁଝି ପାରିବେ  କିନ୍ତୁ  ଏହା  ର  ପ୍ରକୃତ  ଉଦ୍ଦେଶ୍ୟ  କୁ  ଜାଣିପାରିବେ  ନାହିଁ| ତୁମର ସଂକ୍ଷିପ୍ତ ଉତ୍ତର ଏବଂ ନୀରବତା  ତୁମର real intention ku secret ରଖିବା ରେ  help କରିବ|

ତା  ମାନେ  ଯଦି  ତୁମେ  କମ  କହୁଚ  ଏବଂ  ଭାବିଚିନ୍ତି  କହୁଚ  ତ ସେଠି  ଲୋକ  ତୁମର  next move କୁ  ଠିକ  ସେ  ବୁଝି  ପାରନ୍ତି  ନାହିଁ, ବେଳେ  ବେଳେ  ସେମାନେ ସମସ୍ତ ପ୍ରକାରର opinion deba ସହିତ ନୀରବତା ର  ସହ  ତୁମ  କଥା  importance ଦେବେ ଆଉ ମନ ଦେଇ ଶୁଣିବେ , କହିବାବେଳେ ପ୍ରତି ଟି ଶବ୍ଦ ପ୍ରତି ଏ  ଭଳି  କିଛି  extra attention ଦେବା କେବଳ ତୁମର extra power କୁ  add କରିବନି ତ,  ତୁମର  confidence level କୁ ମଧ୍ୟ boost କରିବ |

ତ  ଏବେ  ଆପଣମାନେ  ଭାବୁଥିବେ  କି  silence  କଣ  କମ କହିବା ଦ୍ୱାରା maintain  କରିହବ ନା ଅଲଗା  କିଛି  practice କରିବାକୁ  ହେବ ? Yes the best way is to meditate. ତୁମକୁ  ଶାନ୍ତ  ରହିବପାଇଁ  meditation ର  ଅଭ୍ୟାସ  କରିବାକୁ  ପଡିବ, କିଛି ସମୟ ନିରବ  ରହିକି  mind କୁ  control କରିବାକୁ  ପଡିବ.

thought process ku change କରିହେବ, କହିବା  ପୂର୍ବରୁ ଟିକେ conscious ହେବାକୁ  ପଡିବ|

ଥରେ ଏଇ silence ରହିବା trick ଜାଣିଯିବ ତ ସାଙ୍ଗମାନେ  ତୁମ  ଭିତରେ  ନିଶ୍ଚୟ changes asiba, decision making power ଆସିଯିବ  ଯାହା କି life  କୁ ଏକ right way ମିଳିଯିବା ସହ  relationship making, career making ରେ  ସବୁ  ଜାଗା  ରେ  ଭଲ  କରିପାରିବ.

So finally ମୁଁ ଏତିକି କହିବି  କି କମ କହିବା ମାନେ ନୀରବତା ନୁହେଁ, word choose କରିକି  meaningful କହିବା | silence କୁ  ଏମିତି  positive way re use କର  ଯେପରି  ଅଧିକ କହିବା  ପାଇଁ  ପଡ଼ିବନି, ଏବଂ  ତୁମର  action and result thik ଭାବରେ ପ୍ରମାଣିତ  କରିପାରିବ| ଯଦି  ତୁମେ student ଅଛ କିମ୍ବା  job, business, ଯାହା  ବି କରୁଛ  ନୀରବତା ର ସହ  ଏପରି  ନିଜକୁ  prepare କର, ଏପରି କଥା କୁହ ଯାହାକି   ନିଜକୁ  ଭଲ  ଲାଗିବ  ଏବଂ  ସାମ୍ନା  ଲୋକକୁ  ବି  impressive ଲାଗିବ

Leave a Reply

Your email address will not be published. Required fields are marked *

Related Post

So much depends on reputationSo much depends on reputation

So much depends on reputation ପ୍ରତିଷ୍ଠା ଉପରେ ଅନେକ କିଛି ନିର୍ଭର କରେ: ଏହାକୁ ନିଜ ଜୀବନ ରେ utilize କରନ୍ତୁ | ପ୍ରତିଷ୍ଠା ହେଉଛି ଶକ୍ତିର ମୂଳଦୁଆ | କେବଳ ଖ୍ୟାତି ମାଧ୍ୟମରେ ଆପଣ କାହାକୁ  ବି ଜିତିପାରିବେ

Never put too much trust in friends;learn how to use enemiesNever put too much trust in friends;learn how to use enemies

Never put too much trust in friends;learn how to use enemies ସାଙ୍ଗମାନଙ୍କ ଉପରେ କେବେ ବି ଆବଶ୍ୟକ ଠାରୁ ଅଧିକ ଭରସା କରନ୍ତୁ ନାହିଁ, ଏବଂ ଶିଖନ୍ତୁ ନିଜ ଶତ୍ରୁକୁ କିପରି ଠିକ ସମୟରେ ବ୍ୟବହାର କରି