slider-1
slider9
slider10
slider8
slider11
previous arrow
next arrow
Shadow

Court attention at all costs

Court attention at all costs

ଯେମିତି ବି ହଉ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରନ୍ତୁ

ସବୁକିଛି ଜିନିଷ ର ମୂଲ୍ୟାଙ୍କନ ଏହାର ରୂପ ଦ୍ୱାରା ବିଚାର କରାଯାଏ, ମାନେ ଯାହା ଆମକୁ ଦେଖା ଯାଏ ତାହା. ଯାହା ନଜର ରେ ଆସି ନଥାଏ ତାହାର ମୂଲ୍ୟ କିଛି ନାଇଁ . କେବେହେଲେ ନିଜକୁ ଭିଡ଼ରେ ହଜିଯିବାକୁ ଦିଅନ୍ତୁ ନାହିଁ କିମ୍ବା nijaku ଭୁଲିଯିବାରେ ସମୟ ବିତେଇ ଦିଅନ୍ତୁ ନାହିଁ | jagrata ହୁଅ, ଯାହା ବି ହେଇଯାଉ ସବୁବେଳେ ସ୍ପଷ୍ଟ ହୁଅନ୍ତୁ |ନିଜକୁ ସମସ୍ତଂଙ୍କର ଧ୍ୟାନର ଚୁମ୍ବକ ଭାବେ represent କରନ୍ତୁ. ଯଦି ଲୋକପ୍ରିୟ ହେବାର ଅଛି, situation ଯାହା ବି ହେଉ  ଲୋକଙ୍କ ନଜରରେ ରୁହନ୍ତୁ. ଯଦି famous  ହବାର ଅଛି ତେବେ, ଭୀରୁ  ଏବଂ ଭୟଭୀତ ଜନତା ଅପେକ୍ଷା ଅଧିକ ରହସ୍ୟମୟ ହେଇକି  ଏପରି  ଚୁମ୍ବକ  ହେଇଯାନ୍ତୁ , ଯେପରି  ସମସ୍ତଙ୍କର  ଧ୍ୟାନ  ଆପଣ  ପ୍ରତି  ଟାଣି  ହେଇ  ଆସିବା.

ସାଧାରଣ  ଲୋକଙ୍କ  ତୁଳନାରେ  ଅଧିକ କଷ୍ଟ  କରି  ନିଜକୁ  prepare କରିବା  ଏକ  ଏମିତି  trick ଯାହା  କାହା  ସାଙ୍ଗରେ  ଆଗରୁ  କିମ୍ବା  ଜନ୍ମରୁ  ରହିନଥାଏ. ଅନ୍ୟମାନଙ୍କ  ଧ୍ୟାନ  ଆକର୍ଷଣ  କିପରି  କରିବା  ଶଖିବାକୁ  ପଡିବ . ନିଜ career starting ରେ  ହିଁ ଆପଣଙ୍କୁ  ନିଜର  image and quality of work କୁ  ଏପରି  କରିବା  ଦରକାର  ଯାହା  ଲୋକ  ପ୍ରିୟତା  ବଢେଇବାରେ  ସାହାଯ୍ୟ  ହେବ  ଏବଂ  ଅନ୍ୟଲୋକଙ୍କଠୁ ଟିକେ  unique ହେବାକୁ  ପଡିବ.

ଆପଣଙ୍କ image କୁ represent କରିବାପାଇଁ କିଛି ତ କରିବାକୁ  ପଡିବ , ହେଇପାରେ  ଏକ  special trick କିମ୍ବା  kahara personality କୁ  follow କରି  represent କରିବାକୁ  ପଡିବ, ଯୋଉଥିରେ କି କିଛି  ଲୋକଙ୍କର entertainment  ହେଇପାରିବ  ଏବଂ  ଆପଣ  ଚର୍ଚାରେ  ଆସି ପାରିବେ. ଯଦି  ଆପଣ ନିଜର  personality କୁ ଥରେ  ସ୍ଥାପିତ  କରିଦେଉଛନ୍ତି  ତା  ଆପଣଙ୍କ  ପାଖରେ  ଆକାଶ  ଭଳି  ବଡ space ତିଆରି ହେଇଯିବ  ଯୋଉଠି   ଆପଣ  ନିଜେ  star ଭଳି  ଚମକଦାର  ହେଇପାରିବେ.  ଏହା  ଭାବିବା  ଏକ  ସାଧାରଣ  ଭୁଲ କି  ଆପଣଙ୍କର ଏଇ unique  appearance ବିବାଦପୂର୍ଣ  ହେଇଯିବ, ଯାହାକି  ଲୋକମାନେ  ତାକୁ  ନେଇ  ଆଲୋଚନା  କରିବେ. Actually ସତକଥା  ହେଲା  ଅନ୍ୟମାନଙ୍କ ଆଲୋଚନାରୁ ତ ଆମେ  ଆମ  ନିଜକୁ ବଂଚେଇପାରିବ ନାଇଁ , ସେଥପାଇଁ ସେ ବିଷୟରେ ଭାବିକି  time loss କରିବା  କିଛି  ଦରକାରନାହିଁ. ଯେଉଁ  କାରଣରୁ  ହେଉନା  କାହିଁକି  ଲୋକଙ୍କ  ଧ୍ୟାନ  ଯଦି  ଆପଣ  ପ୍ରତି  ଆକର୍ଷିତ  ହେଉଛି, ସେଥିରେ  benefit ବି ଆପଣଙ୍କର ହିଁ ଅଛି.

ଧ୍ୟାନ ଦିଅନ୍ତୁକି  ଆପଣଙ୍କ ଦ୍ୱାରା  ହେଉଥିବା  କାମ  ଅନ୍ୟ ଦ୍ୱାରା ଯେପରି  ଲୁଚି  ନ  ଯାଏ . Mu ଆପଣ  ମନକୁ  eka example ମାଧ୍ୟମରେ explain କରୁଛି,

Louis 14 ଙ୍କ  ରାଜଦରବାରରେ  ବହୁତ  ଯୋଗ୍ୟ  ଲେଖକ , କଳାକାର , ବହୁତ  ସୁନ୍ଦରୀ  ଏବଂ  ଚରିତ୍ରବାନ  ସ୍ତ୍ରୀ  – ପୁରୁଷ ଥିଲେ. କିନ୍ତୁ duc-de Lauzun ଏପରି ଜଣେ ଥିଲେ ଯାହା ବିଷୟରେ  ଯେତେ କଥା ଆଲୋଚନା  ହଉଥିଲା, ସେତିକିକଥା  ଆଉ  କାହା  ବିଷୟରେ  ବି  ହଉନଥିଲା. କାହିଁକିନା,  ସେ  ବହୁତ  ଅସଭ୍ୟ, ଅନୁଚିତ ବ୍ୟବହାର  କରୁଥିଲେ. ଏମିତିରେ  ସମ୍ରାଟଙ୍କର  ବି  କଥା ପ୍ରସଙ୍ଗରେ ଅପମାନ  କରନ୍ତି . ସବୁବେଳେ  Louis ଙ୍କୁ  Duc ଙ୍କର  ଅନନ୍ୟତା  ଏତେ  ମୋହ  କରିଦେଇଥିଲା  କି  ଦରବାରରେ  ତାଙ୍କର  ଅନୁପସ୍ଥିତି  ରାଜା  ସାହିପାରୁନଥିଲେ.

ଏଥିରୁ  ଏହା  ସ୍ପଷ୍ଟ  ହେଲାକି  Duc ଙ୍କ  ଚରିତ୍ର  ବିଚିତ୍ରତା  ଏବଂ କହିବା ଶୈଳୀ ସମସ୍ତଙ୍କର  ଧ୍ୟାନ  ଆକର୍ଷିତ  କରୁଥିଲା.

ଜଣେ ନିଜ କହିବାର  ଶୈଳୀ  ପ୍ରଦର୍ଶନ  କରି  audience ଙ୍କୁ  ମନ୍ତ୍ରମୁଗ୍ଧ  କଲାପରେ  ସେମାନେ  ଯେମିତି  ହେଲେବି  ସେ ଲୋକକୁ ନିଜ ପାଖାପାଖି ରଖିବାକୁ ଚାହିଁଥାନ୍ତି .

ସମାଜ ସବୁବେଳେ  ଏପରି   ଲୋକମାନକୁ  ପସନ୍ଦ  କରିଥାଏ  ଯେ  ସାଧାରଣ  ଲୋକଙ୍କଠାରୁ  ଟିକେ ଅଲଗା  ହେଇଥାଏ.ସେଥିପାଇଁ  ଏଭଳି  ଗୁଣ  ବିକଶିତ  କର  ଯାହା କି  ଅନ୍ୟମାନଙ୍କ  ଅପେକ୍ଷା  ଆପଣ  ଅଲଗା  ଲାଗିବେ  ଏବଂ  ଆପଣ ଙ୍କ  ପ୍ରତି  ଲୋକଙ୍କର  ଧ୍ୟାନ ଆକର୍ଷିତ ହେବ. ଆପଣ  ଚର୍ଚାରେ  ରହିବେ.

Then ଏ question ଆସିପାରେ  କି  ଯଦି  ଆପଣ କିଛି  ଛୋଟ ପଦବୀ ରେ  ଅଛନ୍ତି, ଆପଣ  ସମସ୍ତଙ୍କର  ଦୃଷ୍ଟିରେ  ଆସିପାରୁନାହାନ୍ତି  କିମ୍ବା  ସେଥିପାଇଁ  ଆପଣଙ୍କ  ପାଖରେ  କାମ ସମୟ  ଅଛି  ସେତେବେଳେ  ଆପଣ କଣ କରିବେ?

ଏପରି situation ରେ  ଆପଣ  ସେପରି  କିଛି  କାମ  କରନ୍ତୁ  ଯେପରି  ଆପଣଙ୍କୁ  ସମସ୍ତେ ଜାଣିଯିବେ, ହଁ  ଏଥିରେ  risk ଅଛି , but doing something unique can help you so much. ଥରେ ଲୋକଙ୍କ  ନଜରରେ  ଆସିଲା  ପରେ  ବି  ବାରମ୍ବାର  ଆପଣ  ସେମାଙ୍କ  ଧ୍ୟାନ  ଆକର୍ଷିତ  କରିବା  ପାଇଁ  ନୂଆ  ନୂଆ plan  ଆପଣେଇବାକୁ  ପଡିବ.

ଏପରି କାମ  କରି  ଲୋକଙ୍କର  ଧ୍ୟାନ  କେନ୍ଦ୍ରିତ  କରନ୍ତୁ  ଯେପରି  ଆପଣ  ନିଜକୁ  ଶ୍ରେଷ୍ଠ  ଭାବେ  ପ୍ରମାଣ  କରିପାରିବେ.

Never Put Too Much Trust in Friends;Learn How to Use Enemies.

ସାଙ୍ଗମାନଙ୍କ ଉପରେ କେବେ ବି ଆବଶ୍ୟକ ଠାରୁ ଅଧିକ ଭରସା କରନ୍ତୁ ନାହିଁ, ଏବଂ ଶିଖନ୍ତୁ ନିଜ ଶତ୍ରୁକୁ କିପରି ଠିକ ସମୟରେ ବ୍ୟବହାର କରି ପାରିବେ|




Leave a Reply

Your email address will not be published. Required fields are marked *

Related Post

So much depends on reputationSo much depends on reputation

So much depends on reputation ପ୍ରତିଷ୍ଠା ଉପରେ ଅନେକ କିଛି ନିର୍ଭର କରେ: ଏହାକୁ ନିଜ ଜୀବନ ରେ utilize କରନ୍ତୁ | ପ୍ରତିଷ୍ଠା ହେଉଛି ଶକ୍ତିର ମୂଳଦୁଆ | କେବଳ ଖ୍ୟାତି ମାଧ୍ୟମରେ ଆପଣ କାହାକୁ  ବି ଜିତିପାରିବେ